ବେ ଚାଲ Be chāla

  • ବୈଦେ. ବିଣ. (ଫା ବେ+ଚାଲ୍=ଚରିତ୍ର) — ଅସଚ୍ଚରିତ୍ର — Immoral
  • ବୈଦେ. ବିଣ. (ଫା ବେ+ଚାଲ୍=ଚରିତ୍ର) — ମନ୍ଦ ଆଚରଣବିଶିଷ୍ଟ — Of bad conduct
  • ବୈଦେ. ବିଣ. (ଫା ବେ+ଚାଲ୍=ଚରିତ୍ର) — ମନ୍ଦ ଅଭ୍ୟାସଯୁକ୍ତ — Of bad habits
  • ବୈଦେ ବି (ଫା) — ଅସଦାଚରଣ — Bad conduct
  • ବୈଦେ ବି (ଫା) — ମନ୍ଦ ନୀତି — Bad practice or custom
  • ବୈଦେ ବି (ଫା) — ଦୁର୍ନୀତି; ଅସତ୍ ଚରିତ୍ର — Immorality; vile character
  • ବୈଦେ ବି (ଫା) — ମନ୍ଦ— ଅଭ୍ୟାସ — Bad habits