ବେ କାୟମ୍ Be kāyam

  • ବୈଦେ. ବିଣ. (କଚିରିଆ) (ଫା ବେ+କାୟମ୍) — ନିଷ୍ଫଳ — Fruitless; null and void
  • ବୈଦେ. ବିଣ. (କଚିରିଆ) (ଫା ବେ+କାୟମ୍) — ଯାହା କାର୍ଯ୍ୟରେ ପରିଣତ ହୋଇ ନ ଥାଏ — Not carried out