ବୃଷ Bṛusha

  • ସଂ. ବି (ବୃଷ୍ ଧାତୁ=ପ୍ରଭୁ ହେବା; ବର୍ଷଣ କରିବା+କର୍ତ୍ତୃ. ଅ) — ଷଣ୍ଢ — Bull
  • ସଂ. ବି (ବୃଷ୍ ଧାତୁ=ପ୍ରଭୁ ହେବା; ବର୍ଷଣ କରିବା+କର୍ତ୍ତୃ. ଅ) — (ଜ୍ୟୋତିଷ) ରାଶିଚକ୍ରର ଦ୍ୱିତୀୟ ରାଶି — (astronomy) The nd sign of the Zodiac; the Taurus
  • ସଂ. ବି (ବୃଷ୍ ଧାତୁ=ପ୍ରଭୁ ହେବା; ବର୍ଷଣ କରିବା+କର୍ତ୍ତୃ. ଅ) — ରତିଶାସ୍ତ୍ର ବର୍ଣ୍ଣିତ 4 ଜାତି ପୁରୁଷ ମଧ୍ୟରୁ ଏକଜାତୀୟ ପୁରୁଷ; ଶୁକ୍ରଳ ଓ କାମୁକ ବ୍ୟକ୍ତି — ରତିଶାସ୍ତ୍ର ବର୍ଣ୍ଣିତ4ଜାତି ପୁରୁଷ ମଧ୍ୟରୁ ଏକଜାତୀୟ ପୁରୁଷ; ଶୁକ୍ରଳ ଓ କାମୁକ ବ୍ୟକ୍ତି—. A lustful and strong man; one of the 4 males discribed in the erotic works
  • ସଂ. ବି (ବୃଷ୍ ଧାତୁ=ପ୍ରଭୁ ହେବା; ବର୍ଷଣ କରିବା+କର୍ତ୍ତୃ. ଅ) — (ଦ୍ର—ଏମାନେ ଶଙ୍ଖିନୀ ଜାତୀୟା ସ୍ତ୍ରୀଙ୍କ ଉପଯୁକ୍ତ ପତି ଅଟନ୍ତି।)
  • ସଂ. ବି (ବୃଷ୍ ଧାତୁ=ପ୍ରଭୁ ହେବା; ବର୍ଷଣ କରିବା+କର୍ତ୍ତୃ. ଅ) — ବଳବାନ୍ ବ୍ୟକ୍ତି — A strong man
  • ସଂ. ବି (ବୃଷ୍ ଧାତୁ=ପ୍ରଭୁ ହେବା; ବର୍ଷଣ କରିବା+କର୍ତ୍ତୃ. ଅ) — ଇନ୍ଦ୍ର — 5. Indra
  • ସଂ. ବି (ବୃଷ୍ ଧାତୁ=ପ୍ରଭୁ ହେବା; ବର୍ଷଣ କରିବା+କର୍ତ୍ତୃ. ଅ) — ମୂଷିକ — Mouse
  • ସଂ. ବି (ବୃଷ୍ ଧାତୁ=ପ୍ରଭୁ ହେବା; ବର୍ଷଣ କରିବା+କର୍ତ୍ତୃ. ଅ) — ବିଷ୍ଣୁ — Bishṇu
  • ସଂ. ବି (ବୃଷ୍ ଧାତୁ=ପ୍ରଭୁ ହେବା; ବର୍ଷଣ କରିବା+କର୍ତ୍ତୃ. ଅ) — ରାଧେୟ ତନୟ; ରାଜା କର୍ଣ୍ଣ — A name of king Karṇṇa
  • ସଂ. ବି (ବୃଷ୍ ଧାତୁ=ପ୍ରଭୁ ହେବା; ବର୍ଷଣ କରିବା+କର୍ତ୍ତୃ. ଅ) — ମଲ୍ଲ — An athlet
  • ସଂ. ବି (ବୃଷ୍ ଧାତୁ=ପ୍ରଭୁ ହେବା; ବର୍ଷଣ କରିବା+କର୍ତ୍ତୃ. ଅ) — ବାସଙ୍ଗ ଗଛ — Vasak tree
  • ସଂ. ବି (ବୃଷ୍ ଧାତୁ=ପ୍ରଭୁ ହେବା; ବର୍ଷଣ କରିବା+କର୍ତ୍ତୃ. ଅ) — ଶ୍ରୀକୃଷ୍ଣ — Srīkṛushṇa