ବୃଷ୍ୟା Bṛushyā

  • ସଂ. ବିଣ. ସ୍ତ୍ରୀ—(ବୃଷ୍ୟ+ ଆ) — ବୃଷ୍ୟର ସ୍ତ୍ରୀଲିଙ୍ଗ — Feminine of Bṛushya
  • ସଂ. ବି — ଋଦ୍ଧ ନାମକ ମହୌଷଧ — Name of a rare drug
  • ସଂ. ବି — ଶତାବରୀ — The climbing asparagus
  • ସଂ. ବି — ଆମଳକୀ — Emblic myrobalan
  • ସଂ. ବି — ବାଇଢଙ୍କ (ହି. ଶ.) — Cowhage
  • ସଂ. ବି — ଭୂଇଁଅଅଁଳା (ହି. ଶ.) — Phyllanthus Niruri
  • ସଂ. ବି — ଭୂଇଁକଖାରୁ (ହି. ଶ.) — Ipomoea Digitata
  • ସଂ. ବି — ଅତିବଳା; ବଜ୍ରମୂଳୀ (ହି. ଶ.) — Indian Mallow
  • ସଂ. ବି — ବୃହଦନ୍ତୀ (ହି. ଶ.) — Croton Polyandrum