ବୃନ୍ତ Bṛunta
- ସଂ. ବି (ବୃ ଧାତୁ=ଆବରଣ କରିବା+କର୍ମ ତ; ନ ଆଗମ) — ଫଳର, ଫୁଲର ଓ ପତ୍ରର ଡେମ୍ଫ — The stalk of a fruit, flower or leaf
- ସଂ. ବି (ବୃ ଧାତୁ=ଆବରଣ କରିବା+କର୍ମ ତ; ନ ଆଗମ) — ଚୁଚୁକ; କୁଚାଗ୍ର; ସ୍ତନର ଭୁଣ୍ଡି — Nipple
- ସଂ. ବି (ବୃ ଧାତୁ=ଆବରଣ କରିବା+କର୍ମ ତ; ନ ଆଗମ) — ମାଠିଆଆଦି ରଖିବାର ମଳା — A circular cushion of straw or rags used as a pedestal for pitchers and other round-bottomed pots