ବୃଦ୍ଧ Bṛuddha

  • ସଂ. ବିଣ. ପୁଂ. (ବୃଧ୍ ଧାତୁ=ବୃଦ୍ଧି ପାଇବା; ବଢ଼ିବା+କର୍ତ୍ତୃ. ତ) — ବୁଢ଼ା; ପ୍ରାଚୀନ — Old; aged; ancient
  • ସଂ. ବିଣ. ପୁଂ. (ବୃଧ୍ ଧାତୁ=ବୃଦ୍ଧି ପାଇବା; ବଢ଼ିବା+କର୍ତ୍ତୃ. ତ) — ବୟୋଜ୍ଯେଷ୍ଠ — Older; eldest
  • ସଂ. ବିଣ. ପୁଂ. (ବୃଧ୍ ଧାତୁ=ବୃଦ୍ଧି ପାଇବା; ବଢ଼ିବା+କର୍ତ୍ତୃ. ତ) — ବୃହତ୍; ବଡ଼ — Large; big; huge
  • ସଂ. ବିଣ. ପୁଂ. (ବୃଧ୍ ଧାତୁ=ବୃଦ୍ଧି ପାଇବା; ବଢ଼ିବା+କର୍ତ୍ତୃ. ତ) — ବୃଦ୍ଧିଯୁକ୍ତ — Increasing
  • ସଂ. ବିଣ. ପୁଂ. (ବୃଧ୍ ଧାତୁ=ବୃଦ୍ଧି ପାଇବା; ବଢ଼ିବା+କର୍ତ୍ତୃ. ତ) — ବିଗତଯୌବନ — Past youth
  • ସଂ. ବିଣ. ପୁଂ. (ବୃଧ୍ ଧାତୁ=ବୃଦ୍ଧି ପାଇବା; ବଢ଼ିବା+କର୍ତ୍ତୃ. ତ) — [ଦ୍ର— 60 ବର୍ଷ ବୟସ ଟପିବା ବ୍ୟକ୍ତିକୁ ବୃଦ୍ଧ ବୋଲାଯାଏ।] — [ଦ୍ର—60ବର୍ଷ ବୟସ ଟପିବା ବ୍ୟକ୍ତିକୁ ବୃଦ୍ଧ ବୋଲାଯାଏ]
  • ସଂ. ବି — ବୁଢ଼ା ଲୋକ — An old man
  • ସଂ. ବି — ଗୋତ୍ର — Lineage
  • ସଂ. ବି — ପର୍ବତ — Mountain
  • ସଂ. ବି — ପଣ୍ଡିତ — Learned man
  • ସଂ. ବି — ବୃଦ୍ଧଦାରକ (ଦେଖ) — Bṛuddhadāraka (See)
  • ସଂ. ବି — ଅଙ୍ଗୁଷ୍ଠ; ବୁଢ଼ାଆଙ୍ଗୁଠି — Thumb