ବୃଥା Bṛuthā
- ସଂ. ଅବ୍ଯୟ. (ବୃ ଧାତୁ+କର୍ମ. ଥା) — ନିଷ୍ଫଳ; ପଣ୍ଡ — Fruitless; vain; abortive; ineffectual
- ସଂ. ଅବ୍ଯୟ. (ବୃ ଧାତୁ+କର୍ମ. ଥା) — ନିଷ୍ଫ୍ରୟୋଜନ; ଅକାରଣ — Useless
- ସଂ. ଅବ୍ଯୟ. (ବୃ ଧାତୁ+କର୍ମ. ଥା) — ଅନର୍ଥକ; ନିରର୍ଥକ — Meaningless
- ସଂ. ଅବ୍ଯୟ. (ବୃ ଧାତୁ+କର୍ମ. ଥା) — ଉଦ୍ଦେଶ୍ୟ ବିହୀନ — Aimless
- କ୍ରି. ବିଣ — ଅକାରଣ — In vain