ବୃତ Bṛuta
- ସଂ. ବିଣ. (ବୃ ଧାତୁ=ବରଣ କରିବା; ଆଚ୍ଛାଦନ କରିବା; ପ୍ରାର୍ଥନା କରିବା+ କର୍ମ. ତ) — କର୍ମସାଧନାର୍ଥ ନିଯୁକ୍ତ; କୌଣସି ଧର୍ମକର୍ମ ସାଧନ କରିବା ପାଇଁ ବରଣ କରାଯାଇ ଥିବା (ବ୍ରାହ୍ମଣ) — Chosen or selected to perform a ceremony; formally engaged to perform a rite
- ସଂ. ବିଣ. (ବୃ ଧାତୁ=ବରଣ କରିବା; ଆଚ୍ଛାଦନ କରିବା; ପ୍ରାର୍ଥନା କରିବା+ କର୍ମ. ତ) — ଆବୃତ; ଆଚ୍ଛାଦିତ — Covered; enclosed
- ସଂ. ବିଣ. (ବୃ ଧାତୁ=ବରଣ କରିବା; ଆଚ୍ଛାଦନ କରିବା; ପ୍ରାର୍ଥନା କରିବା+ କର୍ମ. ତ) — ପ୍ରାର୍ଥିତ (ବସ୍ତୁ) — Asked for; requested
- ସଂ. ବିଣ. (ବୃ ଧାତୁ=ବରଣ କରିବା; ଆଚ୍ଛାଦନ କରିବା; ପ୍ରାର୍ଥନା କରିବା+ କର୍ମ. ତ) — ସ୍ୱୀକୃତ — Agreed upon
- ସଂ. ବିଣ. (ବୃ ଧାତୁ=ବରଣ କରିବା; ଆଚ୍ଛାଦନ କରିବା; ପ୍ରାର୍ଥନା କରିବା+ କର୍ମ. ତ) — ଗୋଲ (ହି. ଶ.) — Circular
- ସଂ. ବିଣ. (ବୃ ଧାତୁ=ବରଣ କରିବା; ଆଚ୍ଛାଦନ କରିବା; ପ୍ରାର୍ଥନା କରିବା+ କର୍ମ. ତ) — ପରିବେଷ୍ଟିତ — surrounded; enveloped
- ସଂ. ବିଣ. (ବୃ ଧାତୁ=ବରଣ କରିବା; ଆଚ୍ଛାଦନ କରିବା; ପ୍ରାର୍ଥନା କରିବା+ କର୍ମ. ତ) — (ଉ—ବୃତରାକ୍ଷସେ ହୋଇ କ୍ରତୁ କୃତେ, ବିଧ୍ୱଂସି ସ୍କନ୍ଦ ଉପସୁନ୍ଦ ସୁତେ। ଭଞ୍ଜ. ବୈଦେହୀଶବିଳାସ।)
- ଦେ. ବି. (ସଂ. ବୃତ୍ତି) — ପେଶା; ଜୀବିକା — Livelihood; profession
- ଦେ. ବି. (ସଂ. ବୃତ୍ତି) — ଅଭ୍ୟାସ — Habit
- ଦେ. ବି. (ସଂ. ବୃତ୍ତି) — (ସଂ. ବୃତ୍ତ) ଗୀତ ବୋଲିବାର ରାଗିଣୀ; ଦିଶା — The tune of a song or poem