ବୃତ୍ତ Bṛutta
- ସଂ. ବିଣ. (ବୃତ୍ ଧାତୁ+କର୍ତ୍ତୃ. ତ) — ବର୍ତ୍ତୁଳ; ଗୋଲାକାର — Round; circular; spherical
- ସଂ. ବିଣ. (ବୃତ୍ ଧାତୁ+କର୍ତ୍ତୃ. ତ) — ଜାତ — Born; produced
- ସଂ. ବିଣ. (ବୃତ୍ ଧାତୁ+କର୍ତ୍ତୃ. ତ) — ଗତ — Gone
- ସଂ. ବିଣ. (ବୃତ୍ ଧାତୁ+କର୍ତ୍ତୃ. ତ) — ଅତୀତ — Past; elapsed
- ସଂ. ବିଣ. (ବୃତ୍ ଧାତୁ+କର୍ତ୍ତୃ. ତ) — ଦୃଢ଼ — Firm; hard; strong
- ସଂ. ବିଣ. (ବୃତ୍ ଧାତୁ+କର୍ତ୍ତୃ. ତ) — ମୃତ — Dead; deceased
- ସଂ. ବିଣ. (ବୃତ୍ ଧାତୁ+କର୍ତ୍ତୃ. ତ) — (+କର୍ମ. ତ) ନିଯୁକ୍ତ — Appointed; engaged; employed
- ସଂ. ବିଣ. (ବୃତ୍ ଧାତୁ+କର୍ତ୍ତୃ. ତ) — ଆଚ୍ଛାଦିତ — Covered
- ସଂ. ବିଣ. (ବୃତ୍ ଧାତୁ+କର୍ତ୍ତୃ. ତ) — ଅଧୀତ — Read; studied
- ସଂ. ବିଣ. (ବୃତ୍ ଧାତୁ+କର୍ତ୍ତୃ. ତ) — ଅପ୍ରତିହତ — Unopposed
- ସଂ. ବିଣ. (ବୃତ୍ ଧାତୁ+କର୍ତ୍ତୃ. ତ) — ନିଷ୍ପନ୍ନ; ସିଦ୍ଧ (ହି. ଶ.) — Unaccomplished
- ସଂ. ବି — କଚ୍ଛପ; କଇଁଛ — Tortoise; turtle