ବୃତି Bṛuti
- ସଂ. ବି. (ବୃ ଧାତୁ+ଭାବ ତି) — ଆବରଣ — Covering
- ସଂ. ବି. (ବୃ ଧାତୁ+ଭାବ ତି) — ଗୋପନ — Concealment
- ସଂ. ବି. (ବୃ ଧାତୁ+ଭାବ ତି) — ବେଷ୍ଟନ — Surrounding
- ସଂ. ବି. (ବୃ ଧାତୁ+ଭାବ ତି) — (+କରଣ. ତି) ଭିତ୍ତି — Wall
- ସଂ. ବି. (ବୃ ଧାତୁ+ଭାବ ତି) — ବାଡ଼ — Fencing
- ସଂ. ବି. (ବୃ ଧାତୁ+ଭାବ ତି) — [ଉ—ବୃତିରେ ପୁଷ୍ପିତ କେତକୀ କି ଯହିଁ, ସମୀରଣ ତୋର ନିରତେ ସେବଇ। ରାଧାନାଥ. ଚିଲିକା।]
- ସଂ. ବି. (ବୃ ଧାତୁ+ଭାବ ତି) — ବରଣ; ନିୟୋଗ — Engagement
- ସଂ. ବି. (ବୃ ଧାତୁ+ଭାବ ତି) — ପ୍ରାର୍ଥନା — Entreaty
- ଗ୍ରା. (ସଂ. ବୃତ୍ତି) — ପରୀକ୍ଷାରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିବା ଛାତ୍ରକୁ ଦିଆଯିବା ମାସିକ ବେତନ — Stipend or scholarship given to a studen who has creditably pased an examination