ବୃଜିନ Bṛujina

  • ସଂ. ବି (ବୃଜ୍ ଧାତୁ+କର୍ମ. ଇନ) — ପାପ — Sin
  • ସଂ. ବି (ବୃଜ୍ ଧାତୁ+କର୍ମ. ଇନ) — ଦୁଃଖ; କଷ୍ଟ — Trouble;
  • ସଂ. ବି (ବୃଜ୍ ଧାତୁ+କର୍ମ. ଇନ) — ଚମଡ଼ (ହି. ଶ.) — Skin
  • ସଂ. ବି (ବୃଜ୍ ଧାତୁ+କର୍ମ. ଇନ) — ରକ୍ତ (ହି. ଶ.) — Blood
  • ସଂ. ବି (ବୃଜ୍ ଧାତୁ+କର୍ମ. ଇନ) — କେଶ (ହି. ଶ.) — Hair