ବୁଲାକି Bulāki

  • ଦେ. ବି — ବୁଲିବା — Walking
  • ବୈଦେ. ବି (ତୁର୍କୀ) — ବୁଲାକ୍ ନାସାର ଦଣ୍ଡ; ଝୁଲଲ — A nosering with pendant
  • ବୈଦେ. ବି (ତୁର୍କୀ) — (ଉ—ନାସା ତିଳଫୁଲେ ତଳେ ଝଲମଲ ବୁଲାକି ଝୁଲାକି ମାନୁଥିଲା। କବିସୂର୍ଯ୍ୟ. ସଂଗୀତ।)
  • ଦେ. ବିଣ — ଭ୍ରମଣଶୀଳ — Wandering
  • ଦେ. ବିଣ — ଯେ ପଛଆଡ଼କୁ ମୁହଁ ବୁଲାଏ — Turning round
  • ଦେ. ବିଣ — ବୁଲାଣି (ଦେଖ) — Bulāṇi (See)