ବୁଧାନ Budhāna

  • ସଂ. ବି—(ବୁଧ୍ ଧାତୁ+କର୍ତ୍ତୃ. ଆତ) — ଜ୍ଞାନୀ ବ୍ୟକ୍ତି — A wise man
  • ସଂ. ବି—(ବୁଧ୍ ଧାତୁ+କର୍ତ୍ତୃ. ଆତ) — ଗୁରୁ — Preceptor
  • ସଂ. ବି—(ବୁଧ୍ ଧାତୁ+କର୍ତ୍ତୃ. ଆତ) — କବି — A poet
  • ସଂ. ବି—(ବୁଧ୍ ଧାତୁ+କର୍ତ୍ତୃ. ଆତ) — ବ୍ରହ୍ମବାଦୀ; ବ୍ରହ୍ମ ଉପାସକ — A worshipper of the Brahma
  • ସଂ. ବି—(ବୁଧ୍ ଧାତୁ+କର୍ତ୍ତୃ. ଆତ) — ପ୍ରିୟବାଦୀ ବ୍ୟକ୍ତି — A person who speaks kindly or sweetly