ବିହସ୍ତ Bihasta

  • ସଂ. ବିଣ—(ବି=ବିନା+ହସ୍ତ=ହାତ) — ହସ୍ତହୀନ — Armless
  • ସଂ. ବିଣ—(ବି=ବିନା+ହସ୍ତ=ହାତ) — ବ୍ୟାକୁଳ; ବ୍ୟସ୍ତ — Agitated
  • ସଂ. ବିଣ—(ବି=ବିନା+ହସ୍ତ=ହାତ) — ଉଦ୍ଭ୍ରାନ୍ତମତି — With the mind confused
  • ସଂ. ବିଣ—(ବି=ବିନା+ହସ୍ତ=ହାତ) — କିଂକର୍ତ୍ତବ୍ଯବିମୂଢ଼ — Bewildered; perplexed
  • ସଂ. ବି — ବିଦ୍ୱାନ୍ ବ୍ୟକ୍ତି; ପଣ୍ଡିତ — Learned man