ବିସନାଭି Bisanābhi

  • ସଂ. ବି—(ବିସ=ମୃଣାଳ+ନାଭି) — ପଦ୍ମିନୀ; ପଦ୍ମ ସମୂହ — A collection of lotus
  • ସଂ. ବି—(ବିସ=ମୃଣାଳ+ନାଭି) — ପଦ୍ମ ଗୁଳ୍ମ — The lotus plant (Apte)