ବିଶିଖ Biṡikha

  • ସଂ. ବି—(ବି=ବିଶିଷ୍ଟ+ଶିଖା=ଅଗ୍ର; ବହୁବ୍ରୀହି) — ବାଣ; ଶର; ଇକ୍ଷୁ — Arrow
  • ସଂ. ବି—(ବି=ବିଶିଷ୍ଟ+ଶିଖା=ଅଗ୍ର; ବହୁବ୍ରୀହି) — ଶରନାମକ ତୃଣ; କାଣ୍ଡପରି ଗୁଳ୍ମ — A reed; Saccharum Sara
  • ସଂ. ବି—(ବି=ବିଶିଷ୍ଟ+ଶିଖା=ଅଗ୍ର; ବହୁବ୍ରୀହି) — ତୋମରାସ୍ତ୍ର; (ପ୍ରାଚୀନ ଯୁଦ୍ଧାସ୍ତ୍ର ବିଶେଷ) — Name of an ancient weapon of offence
  • ସଂ. ବି—(ବି=ବିଶିଷ୍ଟ+ଶିଖା=ଅଗ୍ର; ବହୁବ୍ରୀହି) — ଚରଖାର ବା ଅରଟର ତାକୁଡ଼ି — The spindle of a spinning wheel
  • ସଂ. ବିଣ. ପୁଂ — ଶିଖାରହିତ — Having no tuft