ବିବରଣ Bibaraṇa
- ସଂ. ବି. (ବି+ବୃ ଧାତୁ+ଭାବ. ଅନ) — ବିସ୍ତାର — Expansion
- ସଂ. ବି. (ବି+ବୃ ଧାତୁ+ଭାବ. ଅନ) — ବର୍ଣ୍ଣନ — Description; statement
- ସଂ. ବି. (ବି+ବୃ ଧାତୁ+ଭାବ. ଅନ) — ପୁଙ୍ଖାନୁପୁଙ୍ଖ ବା ବିସ୍ତାରିତ ବର୍ଣ୍ଣନା — Detailed description; specification
- ସଂ. ବି. (ବି+ବୃ ଧାତୁ+ଭାବ. ଅନ) — କୌଣସି ଘଟଣାର ସମସ୍ତଅବସ୍ଥା — Circumstances regarding a particular event
- ସଂ. ବି. (ବି+ବୃ ଧାତୁ+ଭାବ. ଅନ) — ବ୍ୟାଖ୍ୟା; ଟୀକା; ବିଶଦାର୍ଥ ପ୍ରକାଶ — Annotation; gloss
- ସଂ. ବି. (ବି+ବୃ ଧାତୁ+ଭାବ. ଅନ) — ପ୍ରକାଶ — Unfolding; manifestation
- ସଂ. ବି. (ବି+ବୃ ଧାତୁ+ଭାବ. ଅନ) — ଖୋଲି କରି ଦେଖାଇବା — Displaying; laying bare or open (Apte)
- ସଂ. ବି. (ବି+ବୃ ଧାତୁ+ଭାବ. ଅନ) — ବାକ୍ୟ — Sentence (Apte)