ବିଧେୟ Bidheya

  • ସଂ. ବିଣ (ବି+ଧା ଧାତୁ+କର୍ମ. ଯ) — କରିବା ଉଚିତ; କର୍ତ୍ତବ୍ୟ — Proper to be done or accomplished
  • ସଂ. ବିଣ (ବି+ଧା ଧାତୁ+କର୍ମ. ଯ) — ନ୍ଯାୟାନୁ— ଯାୟୀ; ବିଧିସମ୍ମତ — Legal; lawful; just
  • ସଂ. ବିଣ (ବି+ଧା ଧାତୁ+କର୍ମ. ଯ) — (ବ୍ୟାକରଣ) କ୍ରିୟାବାଚକ — Predicable; verbal
  • ସଂ. ବିଣ (ବି+ଧା ଧାତୁ+କର୍ମ. ଯ) — ବଶ୍ୟାବାଧ୍ୟ — Obliged;
  • ସଂ. ବିଣ (ବି+ଧା ଧାତୁ+କର୍ମ. ଯ) — ଅଧୀନ — Subservient; subordinate
  • ସଂ. ବିଣ (ବି+ଧା ଧାତୁ+କର୍ମ. ଯ) — ବିଧାନଯୋଗ୍ୟ — Fit to be provided for
  • ସଂ. ବିଣ (ବି+ଧା ଧାତୁ+କର୍ମ. ଯ) — ସୁବିଧାଜନକ — Convenient
  • ସଂ. ବିଣ (ବି+ଧା ଧାତୁ+କର୍ମ. ଯ) — ବିନୟୀ — Humble; modest
  • ସଂ. ବିଣ (ବି+ଧା ଧାତୁ+କର୍ମ. ଯ) — ଆଜ୍ଞାଧୀନ — Obedient
  • ସଂ. ବି — (ବାକ୍ୟାଳଙ୍କାର) ଅପରିଜ୍ଞାତ ବିଷୟ ବା ବସ୍ତୁ — (rhetoric) An unkuown matter
  • ସଂ. ବି — (ବ୍ୟାକରଣ) କୌଣସି ବାକ୍ୟର କ୍ରିୟାଂଶ — The predicate of a proposition
  • ସଂ. ବି — [ଦ୍ର—ନ୍ଯାୟ ଓ ବ୍ୟାକରଣରେ ବାକ୍ୟର 2 ଟି ମୁଖ୍ୟଭାଗ କରାଯାଇଅଛି— ଉଦ୍ଦେଶ୍ୟ ଓ ବିଧେୟ। ଯାହା ସମ୍ବନ୍ଧେ କିଛି ବୋଲାଯାଏ ତାହା ଉଦ୍ଦେଶ୍ୟ ଓ ଯାହା କିଛି ବୋଲାଯାଏ ତାହା ବିଧେୟ —ହି. ଶ.।] — [ଦ୍ର—ନ୍ଯାୟ ଓ ବ୍ୟାକରଣରେ ବାକ୍ୟର2ଟି ମୁଖ୍ୟଭାଗ କରାଯାଇଅଛି— ଉଦ୍ଦେଶ୍ୟ ଓ ବିଧେୟ ଯାହା ସମ୍ବନ୍ଧେ କିଛି ବୋଲାଯାଏ ତାହା ଉଦ୍ଦେଶ୍ୟ ଓ ଯାହା କିଛି ବୋଲାଯାଏ ତାହା ବିଧେୟ —ହି. ଶ.]