ବିତ୍ରକେ Bitrake

  • ଗ୍ରା. (ପ୍ରାଚୀନ ପଦ୍ୟ). ଅ. (ସଂ. ବ୍ୟତିରେକ) — [ଉ—କୁମ୍ଭ ବିତ୍ରିକେ ଏ ବିଷୟ ଆଜ କେ ଫେଡ଼ିବ ସଂଶୟ। ଯଶୋବନ୍ତ. ପ୍ରେମଭକ୍ତି. ବ୍ରହ୍ମଗୀତା।]