ବିତ୍ତ Bitta
- ସଂ. ବି (ବିଦ୍ ଧାତୁ= ଲାଭ କରିବା+କରଣ. ତ; ଯାହାଦ୍ୱାରା ଧର୍ମ, ଅର୍ଥ, କାମ, ମୋକ୍ଷାଦି ଲାଭ କରାଯାଏ) — ବିଭବ; ଧନ; ସମ୍ପତ୍ତି — Wealth; riches
- ସଂ. ବିଣ (ବିଦ ଧାତୁ= ଜାଣିବା+କର୍ମ. ତ) — ଜ୍ଞାତ; ବିଦିତ — Known
- ସଂ. ବିଣ (ବିଦ ଧାତୁ= ଜାଣିବା+କର୍ମ. ତ) — ବିଚାରିତ — Judged
- ସଂ. ବିଣ (ବିଦ ଧାତୁ= ଜାଣିବା+କର୍ମ. ତ) — ବିଖ୍ୟାତ — Renowned
- ସଂ. ବିଣ (ବିଦ ଧାତୁ= ଜାଣିବା+କର୍ମ. ତ) — ଲବ୍ଧ — Gained