ବିଟପତି Biṭpati

  • ସଂ. ବି (ବିଶ୍=କନ୍ଯା, ବୈଶ୍ୟ+ପତି) — ଜାମାତା; ଜୋଇଁ — Son-in-law
  • ସଂ. ବି (ବିଶ୍=କନ୍ଯା, ବୈଶ୍ୟ+ପତି) — ପ୍ରଧାନ ବଣିକ; ବଡ଼ ମହାଜନ — A big merchant