ବିଜୋଡ଼ Bijoṟḍ̠a

  • ଦେ. ବିଣ (ସଂ. ବି+ଯୁଗ୍ମ) — ଜୋଡ଼ା ବା ଦ୍ୱନ୍ଦ ମଧ୍ୟରୁ ଗୋଟିଏ ଶୂନ୍ଯ ବା ଅନ୍ତର୍ହିତ ହୋଇଥିବା — Shorn of one of a pair
  • ଦେ. ବିଣ (ସଂ. ବି+ଯୁଗ୍ମ) — ଅଯୁଗ୍ମ (ସଂଖ୍ୟା); ବିଷମ — Odd (number)
  • ଦେ. ବିଣ (ସଂ. ବି+ଯୁଗ୍ମ) — ପରସ୍ପର ସହିତ ମିଳୁ ନ ଥିବା — Not tallying with each other