ବିଆଳି Biāḻi

  • ଦେ. ବି. (ସଂ. ବ୍ରୀହି ଧାନ୍ୟ=ଆଶୁ ଧାନ୍ୟ) — ଆଶୁ ଧାନ୍ୟ; ଶୀଘ୍ର ଫଳିବା ଏକ ପ୍ରକାର ଧାନ — The Aus paddy; the early paddy; autumn paddy
  • ଦେ. ବି. (ସଂ. ବ୍ରୀହି ଧାନ୍ୟ=ଆଶୁ ଧାନ୍ୟ) — [ଦ୍ର—ଏହା ବୁଣା ହେବାର ତିନି ମାସ ମଧ୍ୟରେ ପାଚେ। ଏ ଧାନ ବର୍ଷା ଦିନରେ ବୁଣା ହୋଇ ଶରତ୍କାଳ ପୂର୍ବରୁ ପାଚେ। ଏ ଧାନ ନିକୃଷ୍ଟ ଓ ଢିପ ଜମିରେ ହୁଏ, ଏହା ଦୁଇ ପ୍ରକାର ଯଥା— 1 । (ଲଘୁ) ଷାଠିଆ, ଦୁଧସରା, କଳାସୁରି, ନିଆଳି, ହାଡ଼ୁଆ। 2 । (ବଡ଼) ବକ୍ରି, ଇଙ୍କ୍ରି, ମାଧିଆ, ନାରଦା, ପାର୍ବତିଆ, ଗୋବରା, ବାଳବନକି, କନ୍ଧା, କଖାରୁଆ, ଚମ୍ପା, ଚାଉଳି, ଜୀରେଇ, ଶିଆଳି।] — [ଦ୍ର—ଏହା ବୁଣା ହେବାର ତିନି ମାସ ମଧ୍ୟରେ ପାଚେ ଏ ଧାନ ବର୍ଷା ଦିନରେ ବୁଣା ହୋଇ ଶରତ୍କାଳ ପୂର୍ବରୁ ପାଚେ ଏ ଧାନ ନିକୃଷ୍ଟ ଓ ଢିପ ଜମିରେ ହୁଏ, ଏହା ଦୁଇ ପ୍ରକାର ଯଥା—1 (ଲଘୁ) ଷାଠିଆ, ଦୁଧସରା, କଳାସୁରି, ନିଆଳି, ହାଡ଼ୁଆ2 (ବଡ଼) ବକ୍ରି, ଇଙ୍କ୍ରି, ମାଧିଆ, ନାରଦା, ପାର୍ବତିଆ, ଗୋବରା, ବାଳବନକି, କନ୍ଧା, କଖାରୁଆ, ଚମ୍ପା, ଚାଉଳି, ଜୀରେଇ, ଶିଆଳି]