ବା Bā
- ସଂ. ଅ. (ବା ଧାତୁ=ଗମନ କରିବା+ଭାବେ. କ୍ୱିପ୍) — ଅବା; ଅଥବା; କିମ୍ବା — Or; either
- ସଂ. ଅ. (ବା ଧାତୁ=ଗମନ କରିବା+ଭାବେ. କ୍ୱିପ୍) — [ଦ୍ର—ଏହା ସନ୍ଦେହ, ସଂଭାବନା, ନିଶ୍ଚୟତା, ସାଦୃଶ୍ୟ, ସମୁଚ୍ଚୟ, ପ୍ରଶ୍ନ, ଉପମା, ନାନାର୍ଥ ଓ ପାଦ ପୂରଣରେ ବ୍ୟବହୃତ ହୁଏ।]
- ସଂ. ଅ. (ବା ଧାତୁ=ଗମନ କରିବା+ଭାବେ. କ୍ୱିପ୍) — ପରିବର୍ତ୍ତରେ — In lieu
- ସଂ. ଅ. (ବା ଧାତୁ=ଗମନ କରିବା+ଭାବେ. କ୍ୱିପ୍) — ପକ୍ଷାନ୍ତରରେ — Else; otherwise
- ସଂ. ଅ. (ବା ଧାତୁ=ଗମନ କରିବା+ଭାବେ. କ୍ୱିପ୍) — ଅପି; ମଧ୍ୟ — Even
- ଦେ. ବି. — ବାଆ—(ଦେଖ) — Bā-ā (See)
- ଦେ. ବିଣ. (କଚିରିଆ) (ସାଙ୍କେତିକ) — ବାବତ୍; ସମ୍ବନ୍ଧୀୟ — As per; regarding; relating to
- ଦେ. ବିଣ. (କଚିରିଆ) (ସାଙ୍କେତିକ) — [ଦ୍ର—ଏହା ।ବ,। ବୋଲି ମଧ୍ୟ ଲେଖାଯାଏ।]
- ଗ୍ରା. (ଇତର) ଅ. — ହେ ! ରେ — Oh,!
- ଗ୍ରା. (ଇତର) ଅ. — 2 (ବାକ୍ୟାନୁପ୍ରାସ) ମ; ମଁ — (ବାକ୍ୟାନୁପ୍ରାସ) ମ; ମଁ—. Too