ବାଳ Bāḻa

  • ସଂ. ବି (ବଳ୍ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ) — କେଶ — Hair
  • ସଂ. ବି (ବଳ୍ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ) — [ଦ୍ର—ବଙ୍ଗଭାଷାରେ ଏହା ଜନନେନ୍ଦ୍ରିୟର ଓ ଗୁହ୍ୟଦ୍ୱାରର ସାନୁଦେଶସ୍ଥ କେଶ ବା ଅନ୍ତର୍ଲୋମକୁ ବୁଝାଏ। ମସ୍ତକର ବାଳକୁ 'ଚୁଲ୍' ବୋଲାଯାଏ।]
  • ସଂ. ବି (ବଳ୍ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ) — ଅସ୍ଥାନର କେଶ — The hairs on the private parts of a man or woman
  • ସଂ. ବି (ବଳ୍ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ) — (ପୁଂ) (ବଳ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ଅ)— ବାଳକ; 12 ବର୍ଷ ଅପେକ୍ଷା ନ୍ୟୁନ ବୟସ୍କ ଅଣ୍ଡିରି ପୁଅ — (ପୁଂ) (ବଳ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ଅ)— ବାଳକ;12ବର୍ଷ ଅପେକ୍ଷା ନ୍ୟୁନ ବୟସ୍କ ଅଣ୍ଡିରି ପୁଅ— . Boy; lad (under the sage of 16)
  • ସଂ. ବି (ବଳ୍ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ) — ଅଣ୍ଡିରାଶିଶୁ — Male infant; male child
  • ସଂ. ବି (ବଳ୍ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ) — ବାଳିଆ ମାଛ — The cat fish
  • ସଂ. ବି (ବଳ୍ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ) — ବାଳଧି; ଚାମର — Chowrie; a fly flap or fan made of the bushy tail of the yak
  • ସଂ. ବି (ବଳ୍ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ) — ଘୋଡ଼ାଛୁଆ — Colt
  • ସଂ. ବି (ବଳ୍ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ) — ପାଞ୍ଚବର୍ଷ ବୟସ୍କ ହାତୀ — A young elephant of five years of age
  • ସଂ. ବି (ବଳ୍ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ) — ନାରିକେଳ ବୃକ୍ଷ — Cocoanut tree
  • ସଂ. ବି (ବଳ୍ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ) — ବାଳା; ହ୍ରୀବେର; କୁରୁବେଲି — Pavonia Odorata
  • ସଂ. ବି (ବଳ୍ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ) — ନିର୍ବୁଦ୍ଧିଆ ବା ଅବୁଝ ଲୋକ (ହି. ଶ.) — A fool