ବାର୍ବଟ Bārbaṭa

  • ସଂ. ବି. (ବାର=ଜଳ+ବଟ୍ ଧାତୁ=ବେଷ୍ଟନ କରିବା+କର୍ମ. ଅ) — ଆହୁଲା — Rudder; oar
  • ସଂ. ବି. (ବାର=ଜଳ+ବଟ୍ ଧାତୁ=ବେଷ୍ଟନ କରିବା+କର୍ମ. ଅ) — ଜଳଯାନ; ନୌକା — Boat; vessel