ବାରଣାବତ Bāraṇābata
- ସଂ. ବି — ପାଣ୍ଡବମାନଙ୍କ ରାଜଧାନୀ; ହସ୍ତିନା; ହସ୍ତିନା— ପୁର (ଆଧୁନିକ ଦିଲ୍ଲୀ ନିକଟସ୍ଥ) — The ancient capital of India (near modern Delhi)
- ସଂ. ବି — [ଦ୍ର—ଏଠାରେ ପାଣ୍ଡବମାନଙ୍କୁ ଦଗ୍ଧ କରିବା ନିମନ୍ତେ ଦୁର୍ଯ୍ଯୋଧନ ନିଯୁକ୍ତ ପୁରୋଚନ ନାମକ ବ୍ୟକ୍ତି ଜତୁଗୃହ ନିର୍ମାଣ କରି ତହିଁରେ ଅଗ୍ନି ଲଗାଇ ଦେଇଥିଲା।]
- ସଂ. ବି — ଗଙ୍ଗା ଯମୁନା ସଙ୍ଗମ ସ୍ଥଳରେ ସ୍ଥାପିତ ପ୍ରସିଦ୍ଧ ନଗରୀ; ପ୍ରୟାଗ; ଆଲ୍ଲାହାବାଦ (ଜ୍ଞାନେନ୍ଦ୍ର) — The ancient town of Prayāga (now Allahabad)