ବାଜ୍ Bāj

  • ବୈଦେ. ପ୍ରତ୍ୟୟ (ଫା) — ପଟୁ — Proficient in
  • ବୈଦେ. ପ୍ରତ୍ୟୟ (ଫା) — (ଯଥା—ମକଦ୍ଦମା ବାଜ; ଦଗାବାଜ।)
  • ବୈଦେ. ପ୍ରତ୍ୟୟ (ଫା) — ଅତ୍ୟାସକ୍ତ — Addicted to
  • ବୈଦେ. ପ୍ରତ୍ୟୟ (ଫା) — (ଯଥା—ନିଶାବାଜ; ରଣ୍ଡୀବାଜ।)