ବାଚ Bācha

  • ଦେ. ବି — ବିବାହ ବେଦୀରେ ବର କନ୍ୟାଙ୍କର ଯେଉଁ ଦୁଇ ଚାଦର ମୁଣ୍ଡରେ ଗଣ୍ଠି ପଡ଼େ ତହିଁ ମଧ୍ୟରୁ କନ୍ୟାର ଓଢ଼ଣୀ — The bridal scarf
  • ସଂ. ବି — ବଚୁଆ ମାଛ (ଦେଖ) — Bachuā fish (See)