ବାଙ୍ମନ Bāṅmana

  • ଦେ. ବି (ଦ୍ୱନ୍ଦ; ବାକ୍+ମନଃ; ଦ୍ୱି ବଚନ=ବାଙ୍ମନସୌ) — ମନୋବଚନ; ମନ ଓ ବଚନ; ବାକ୍ୟ ଓ ମନ — Word and mind
  • ଦେ. ବି (ଦ୍ୱନ୍ଦ; ବାକ୍+ମନଃ; ଦ୍ୱି ବଚନ=ବାଙ୍ମନସୌ) — [ଦ୍ର—ସଂସ୍କୃତରେ ବାକ୍ ଓ ମନଃ ଶବ୍ଦ ଦ୍ୱନ୍ଦ୍ୱରେ ଦ୍ୱିବଚନାନ୍ତ ବାଙ୍ମନସୌ ଶବ୍ଦ ହୁଏ ଓ ସମସ୍ତ ପଦରେ ଏ ଶବ୍ଦ ଅନ୍ୟ ଶବ୍ଦ ପୂର୍ବେ ଲାଗିଲେ ବାଙ୍ମନଃ ଆକାର ଧାରଣ କରେ, ଯଥା— ବାଙ୍ମମନୋଯୋଗ, ବାଙ୍ମମନଃସଂଯୋଗ।]