ବାଗଦୀ Bāgadī

  • ଦେ. ବି. (ସଂ. ବକଦ୍ୱୀପ= ମେଦିନୀପୁରସ୍ଥ ପ୍ରଗନ୍ନାବିଶେଷ; ଏମାନେ ସେଠାରେ ଅଧିବାସୀ ଥିବାରୁ) — ମତ୍ସ୍ୟଜୀବୀ ଅସ୍ପୃଶ୍ୟ ଜାତିବିଶେଷ — A low caste people living on fishing
  • ଦେ. ବି. (ସଂ. ବକଦ୍ୱୀପ= ମେଦିନୀପୁରସ୍ଥ ପ୍ରଗନ୍ନାବିଶେଷ; ଏମାନେ ସେଠାରେ ଅଧିବାସୀ ଥିବାରୁ) — [ଦ୍ର—ବକଦ୍ୱୀପ ବକାସୁରର ରାଜ୍ୟ ଓ ଏହା ବାଗଦୀ ଜାତିର ଆଦିବାସସ୍ଥାନ ଥିଲା ବୋଲି କିଂବଦନ୍ତୀ ଅଛି।—ଯୋଗେଶ୍ଚନ୍ଦ୍ର]