ବାକି Bāki
- ବୈଦେ. ବିଣ. (ଆ) — ଅବଶିଷ୍ଟ — Remaining
- ବୈଦେ. ବିଣ. (ଆ) — ଉଦ୍ବୃତ୍ତ; ଯାହା ବଳି ପଡ଼ି ଥାଏ — In excess; in balance
- ବୈଦେ. ବିଣ. (ଆ) — ବକେୟା — In arrears; outstanding
- ବୈଦେ. ବିଣ. (ଆ) — (ଯଥା—ହାଲ ବାକି; ଜାୟ ବାକି।)
- ବୈଦେ. ବିଣ. (ଆ) — ଅସୁଲ ବାଦ ଅବଶିଷ୍ଟ ପ୍ରଦେୟ — Payable after deducting previous payments
- ବୈଦେ. ବିଣ. (ଆ) — (ଯଥା—ୱାସିଲ୍ ବାକି।)
- ବୈଦେ. ବିଣ. (ଆ) — ଅବଶିଷ୍ଟ ପ୍ରାପ୍ୟ — Due as remainder
- ବି — ଅବଶିଷ୍ଟାଂଶ; ଅବଶେଷ — Remainder; remnant
- ବି — ବକେୟା ଦେୟ ବା ପ୍ରାପ୍ୟ — Arrears; outstanding amount
- ବି — ଅବଶିଷ୍ଟ ଦେୟ ଧନ — Amount payable as remainder
- ବି — ଅବଶିଷ୍ଟ ପ୍ରାପ୍ୟ ଧନ — Amount due as remainder
- ବି — ବିୟୋଗ ଫଳ — Remainder after subtraction; residue