ବାକସ Bākasa
- ବୈଦେ. ବି. (ଇଂ. ବକ୍ସ) — କାଠର ଡାଲା ବିଶିଷ୍ଟ କ୍ଷୁଦ୍ର ଚତୁଷ୍କୋଣ ଆଧାର; ଛୋଟ ସିନ୍ଦୁକ — Box
- ବୈଦେ. ବି. (ଇଂ. ବକ୍ସ) — ଉଦ୍ୟାନରେ ରୋପିତ ବହୁଚିତ୍ରିତ ପତ୍ରଶାଳୀ ବିଦେଶାନୀତ ଗୁଳ୍ମ; କ୍ରୋଟନ୍ — Croton plant
- ବୈଦେ. ବି. (ଇଂ. ବକ୍ସ) — ଏକ ଜାତୀୟ ଦୃଢ଼କାଷ୍ଠ ଇଉରୋପୀୟ ବୃକ୍ଷ — Box wood
- ବୈଦେ. ବି. (ଇଂ. ବକ୍ସ) — ହାତ ବାକସ — Hand box