ବାଉଁଆ Bāuña

  • ଦେ. ବିଣ. ପୁଂ—(ସଂ. ବାମ) — ବାୟାଁ; ଯେଉଁ ବ୍ୟକ୍ତିର ବାମ— ହାତ ଡାହାଣ ହାତ ଅପେକ୍ଷା ବେଶୀ କାର୍ଯ୍ୟାକାରୀ — Left-handed; one who is deft in using the left hand