ବାଇ Bāi

  • ଦେ. ବି. (ସଂ. ବାୟୁ) — ବାୟୁ କୁପିତ ହୋଇ ଉଦର ମଧ୍ୟରେ ହେବା ବାୟୁ ରୋଗ; ବାତ ଶୂଳ — A disease due to the derangement of wind in the stomach
  • ଦେ. ବି. (ସଂ. ବାୟୁ) — ପେଟ ଫମ୍ପା ରୋଗ — Flatulence
  • ଦେ. ବି. (ସଂ. ବାୟୁ) — ଅଧୋବାୟୁ; ପାଡ଼ — Wind passed through the anus
  • ଦେ. ବି. (ସଂ. ବାୟୁ) — ଶ୍ୱାସ ବାୟୁ; ପ୍ରାଣ ବାୟୁ — The vital air; breath
  • ଦେ. ବି. (ସଂ. ବାୟୁ) — ସ୍ତିରୀ ତରଳ ହାଇ ମିଛ ଯାଇ କ୍ଷୟ ହୋଇଯିବା ସାଧିରେ ବାଇ—ପ୍ରାଚୀ. ପରଚେ ଗୀତା।
  • ଦେ. ବି. (ସଂ. ବାୟୁ) — (ସଂ. ବାତିକ; ବାତ) ଖିଆଲ; କୌଣସି ବିଷୟରେ ମନୁଷ୍ୟ ମନରେ ଜାତ ହେବା କ୍ଷଣିକ ବା ସ୍ଥାୟୀ ଯିଗର; ହପ୍ପା — Whim; caprice; a fit of desire which at times overpowers a person; craze; fad; hobby
  • ଦେ. ବି. (ସଂ. ବାୟୁ) — ବାତୁଳତା — Fit of madness
  • ଦେ. ବି. (ସଂ. ବାୟୁ) — (ପୁଂ ଓ ସ୍ତ୍ରୀ) ବାତୁଳ ବ୍ୟକ୍ତି — Mad person; a mad cap
  • ଦେ. ବି. (ସଂ. ବାୟୁ) — ରାଜପୁତାନା, ମହାରାଷ୍ଟ୍ର ଅଞ୍ଚଳ ଓ ବମ୍ବେରେ କ୍ଷତ୍ରିୟ ଓ ବୈଶ୍ୟ ଭଦ୍ର ମହିଳାମାନଙ୍କର ଉପାଧି ବିଶେଷ — A title attached to the name of ladies in Bombay correspondinmg to 'Lady' or 'Madam'
  • ଦେ. ବି. (ସଂ. ବାୟୁ) — ବେଶ୍ୟା ଓ ନର୍ତ୍ତକୀମାନଙ୍କର ଉପାଧି — A title of prostitutes and dancing girls
  • ଦେ. ବି. (ସଂ. ବାୟୁ) — ଭଉଣୀ — Sister
  • ଦେ. ବି. (ସଂ. ବାୟୁ) — ଅଳ୍ପବୟସ୍କା ବାଳିକାକୁ ଓ କନ୍ୟାସ୍ଥାନୀୟା ସ୍ତ୍ରୀଙ୍କୁ ଗୁରୁଜନଙ୍କର ସ୍ନେହ ସମ୍ବୋଧନ — An address of endearment to girls or to woman in the position of a daughter by elders