ବାଇଶା Bāiṡā
- ଦେ. ବିଣ. — 22 । ସଂଖ୍ୟକ — 22 ସଂଖ୍ୟକ—. Numbering 22
- ଦେ. ବିଣ. — '22' ସମ୍ବନ୍ଧୀୟ — ''ସମ୍ବନ୍ଧୀୟ—. Relating to
- ଦେ. ବିଣ. — 22 ଗୌଣୀ ପରିମିତ (ଶସ୍ୟ) — 22ଗୌଣୀ ପରିମିତ (ଶସ୍ୟ)—. Measuring 22 Ga̲u̲ṇies
- ଦେ. ବିଣ. — ଦ୍ୱାବିଂଶ; 22 ସ୍ଥାନୀୟ — ଦ୍ୱାବିଂଶ;22ସ୍ଥାନୀୟ—. Twenty-second
- ଦେ. ବି — ବାଇଶିଟି ବସ୍ତୁର ସମାହାର — An aggregate of 20 things
- ଦେ. ବି — ବିଲରୁ କଟାଳି କାଟିଆଣି ମୁକୁଳ ନେବା ପୂର୍ବରୁ ଗଦା କରିଥିବା 22 ଟି ଲେଖାଏଁ ହଳାର ଗଦା — ବିଲରୁ କଟାଳି କାଟିଆଣି ମୁକୁଳ ନେବା ପୂର୍ବରୁ ଗଦା କରିଥିବାଟି ଲେଖାଏଁ ହଳାର ଗଦା—. A heap of sheaves of paddy reaped by a reaper
- ଦେ. ବି — [ଦ୍ର—ଧାନକଟାଳି 11 ଟି ହଳା କାଟିଲେ ତହିଁରୁ ଗୋଟିଏ ଆପଣା ମୂଲ ପାଇଁ ପାଏ। ସେଥିପାଇଁ 22 ଟି ଲେଖାଏଁ ହଳା ପୃଥକ୍ କରି ରଖେ ଓ ମୁକୁଳ ହେଲା ବେଳେ ପ୍ରତି ବାଇଶାରୁ 2 ଟି ଲେଖାଏଁ ହଳା ମୂଲ ନିଏ।] — [ଦ୍ର—ଧାନକଟାଳି11ଟି ହଳା କାଟିଲେ ତହିଁରୁ ଗୋଟିଏ ଆପଣା ମୂଲ ପାଇଁ ପାଏ ସେଥିପାଇଁ22ଟି ଲେଖାଏଁ ହଳା ପୃଥକ୍ କରି ରଖେ ଓ ମୁକୁଳ ହେଲା ବେଳେ ପ୍ରତି ବାଇଶାରୁ2ଟି ଲେଖାଏଁ ହଳା ମୂଲ ନିଏ]