ବାଇଲ୍ Bāila
- ଦେ. ବି — ରାଜଭୃତ୍ୟବିଶେଷ — Title of a class of personal servants of a Raja
- ଦେ. ବି — 2 ଏକପ୍ରକାର ଶିମ୍ବ — 2ଏକପ୍ରକାର ଶିମ୍ବ—2. A kind of flat and fleshy bean
- ଦେ. ବି — [ଦ୍ର—ଏହା ସାଧାରଣ ଶିମ୍ବପରି; 4/5 ଆଙ୍ଗୁଳ ଲମ୍ବ ଓ ଚେପଟା । ଏହାର ମଞ୍ଜି ଗୋଲ ଓ ଚେପଟା। ଶିମ୍ବର ମଞ୍ଜି ଓ ଚୋପାକୁ ତରକାରୀ କରାଯାଏ, ମାତ୍ର ବାଇଲର ଚୋପା ଖାଦ୍ୟ ନୁହେଁ। ଲୋକେ ଏହାର ମଞ୍ଜିକୁ କେବଳ ତରକାରୀ ଓ ଭଜା କରି ଖାଆନ୍ତି।] — [ଦ୍ର—ଏହା ସାଧାରଣ ଶିମ୍ବପରି;4/5ଆଙ୍ଗୁଳ ଲମ୍ବ ଓ ଚେପଟା ଏହାର ମଞ୍ଜି ଗୋଲ ଓ ଚେପଟା ଶିମ୍ବର ମଞ୍ଜି ଓ ଚୋପାକୁ ତରକାରୀ କରାଯାଏ, ମାତ୍ର ବାଇଲର ଚୋପା ଖାଦ୍ୟ ନୁହେଁ ଲୋକେ ଏହାର ମଞ୍ଜିକୁ କେବଳ ତରକାରୀ ଓ ଭଜା କରି ଖାଆନ୍ତି]
- ବୈଦେ. ବି (ଇଂ) — ଉପବିଧି — Byelaw