ବାଇଦା Bāidā

  • ପ୍ରାଦେ. (ଗଞ୍ଜାମ) ବୈଦେ. (ଫା. ବାଦା; ଆ. ବାଇଦା= ନିଶ୍ଚିତ ସମୟ) — (କଚିରିଆ) ମକଦ୍ଦମା ଆଦିର ଶୁଣାଣି ନିମନ୍ତେ ନିର୍ଦ୍ଧାରିତ ଦିନ ବା ତାରିକ — A date fixed for hearing of a case
  • ପ୍ରାଦେ. (ଗଞ୍ଜାମ) ବୈଦେ. (ଫା. ବାଦା; ଆ. ବାଇଦା= ନିଶ୍ଚିତ ସମୟ) — କୌଣସି କାର୍ଯ୍ୟ କରିବା ପାଇଁ ପ୍ରାର୍ଥିତ ବା ସ୍ଥିରୀକୃତ ସମୟ; ମିଆଦ — Time taken or settled for doing a certain thing; time limit; adjournment