ବାଇଟା Bāiṭā

  • ଦେ. ବି. (ସଂ. ବାୟକ; ବାପକ= ଯେ ବୁଣେ) — ବାୟା ଚଢ଼େଇ — The weaver bird
  • ଦେ. ବି. (ସଂ. ବାୟକ; ବାପକ= ଯେ ବୁଣେ) — [ଦ୍ର—ଏମାନଙ୍କ ମୁଣ୍ଡରେ ଲୋମ ନ ଥିବାରୁ ଏମାନେ ଟାଙ୍ଗରା ଦିଶନ୍ତି।]
  • ଦେ. ବି. (ସଂ. ବାୟକ; ବାପକ= ଯେ ବୁଣେ) — ବାଇ ଟାଙ୍ଗରା (ଦେଖ) — Bāi ṭāṅgarā (See)