ବହ୍ୟ Bahya

  • ସଂ. ବିଣ. (ବହ୍ ଧାତୁ+କର୍ମ. ଯ) — ବହନୀୟ; ବହନଯୋଗ୍ୟ — Fit to be carried or endured
  • ସଂ. ବି. — (+କରଣ. ଯ)—ଯାହାଦ୍ୱାରା ବହନ କରା— ଯାଏ; ଯାନ; ବାହନ — Conveyance
  • ସଂ. ବି. — ଗାଡ଼ି; ଶଗଡ଼ — Cart; carriage
  • ସଂ. ବି. — ରଥ — Car