ବହୁକର Bahukara
- ସଂ. ବି — ଉଷ୍ଟ୍ର — Camel
- ସଂ. ବି — ପରିଶ୍ରମୀ ବ୍ୟକ୍ତି — A laborious person
- ସଂ. ବି — ମାର୍ଜନ— କାରୀ; ଯେ ଘର ଓଳାଏ — 3. A sweeper; a cleaner
- ସଂ. ବିଣ. ପୁଂ — ପରିଶ୍ରମୀ — Industrious (Apte)
- ସଂ. ବିଣ. ପୁଂ — ଅନେକପ୍ରକାରେ ଉପକାରୀ ବା ବ୍ୟବହାରଯୋଗ୍ୟ — Useful in many ways (Apte)