ବହି Bahi

  • ବୈଦେ. ବି. (ଆ. ବହୀ=ଈଶ୍ୱର ବାଣୀ, କୋରାନ୍; ତୁଳ. ଇଂ ବୁକ୍; ସଂ. ବେଦ; ବଦ୍ଧ ପୁସ୍ତକ) — କିତାପ; ଗ୍ରନ୍ଥ; ପୁସ୍ତକ — Book
  • ବୈଦେ. ବି. (ଆ. ବହୀ=ଈଶ୍ୱର ବାଣୀ, କୋରାନ୍; ତୁଳ. ଇଂ ବୁକ୍; ସଂ. ବେଦ; ବଦ୍ଧ ପୁସ୍ତକ) — ଲେଖା ଖାତା — A manuscript book
  • ବୈଦେ. ବି. (ଆ. ବହୀ=ଈଶ୍ୱର ବାଣୀ, କୋରାନ୍; ତୁଳ. ଇଂ ବୁକ୍; ସଂ. ବେଦ; ବଦ୍ଧ ପୁସ୍ତକ) — ବନ୍ଧା ବହି — Bound book
  • ବୈଦେ. ବି. (ଆ. ବହୀ=ଈଶ୍ୱର ବାଣୀ, କୋରାନ୍; ତୁଳ. ଇଂ ବୁକ୍; ସଂ. ବେଦ; ବଦ୍ଧ ପୁସ୍ତକ) — ହିସାବ ପୁସ୍ତକ — Account-book
  • ବୈଦେ. ବି. (ଆ. ବହୀ=ଈଶ୍ୱର ବାଣୀ, କୋରାନ୍; ତୁଳ. ଇଂ ବୁକ୍; ସଂ. ବେଦ; ବଦ୍ଧ ପୁସ୍ତକ) — ବ୍ୟବସାୟର ଆୟ ବ୍ୟୟର ହିସାବ କିତାପ — Business accounts