ବହିନି Bahini
- ଦେ. ବି. (ସଂ. ବୋଧନୀ=ଯାହା ମନୁଷ୍ୟକୁ ବା ବେପାରକୁ ନିଦରୁ ଉଠାଏ; ସଂ. ବର୍ଦ୍ଧନୀ=ବୃଦ୍ଧିକାରକ— ଯୋଗେଶ୍ଚନ୍ଦ୍ର; ଦିନର ପ୍ରଥମ ବିକ୍ରିରେ ଲବ୍ଧ ଧନ ଦ୍ୱାରା ସେ ଦିନର ଲାଭାଲଭ ନିୟନ୍ତ୍ରିତ ହୁଏ ବୋଲି ଲୋକବିଶ୍ୱାସ ଅଛି) — ଦୋକାନରେ ଦିନ ମଧ୍ୟରେ ସର୍ବ ପ୍ରଥମେ ବିକ୍ରି ହେବା ପଣ୍ୟର ନଗଦ ମୂଲ୍ୟ ଗ୍ରହଣ — Taking cash for the first sale of a commodity in the shop for the day
- ଦେ. ବି. (ସଂ. ବୋଧନୀ=ଯାହା ମନୁଷ୍ୟକୁ ବା ବେପାରକୁ ନିଦରୁ ଉଠାଏ; ସଂ. ବର୍ଦ୍ଧନୀ=ବୃଦ୍ଧିକାରକ— ଯୋଗେଶ୍ଚନ୍ଦ୍ର; ଦିନର ପ୍ରଥମ ବିକ୍ରିରେ ଲବ୍ଧ ଧନ ଦ୍ୱାରା ସେ ଦିନର ଲାଭାଲଭ ନିୟନ୍ତ୍ରିତ ହୁଏ ବୋଲି ଲୋକବିଶ୍ୱାସ ଅଛି) — [ଦ୍ର—ଦୋକାନର କୌଣସି ସଉଦାର ପ୍ରଥମ ନଗଦ ବିକ୍ରିକୁ ଓ କୌଣସି ଦିନର ପ୍ରଥମ ନଗଦ ବିକ୍ରିକୁ ବଇନି ବୋଲାଯାଏ; ବଇନି ନ ହେବା ପର୍ଯ୍ୟନ୍ତ ଦୋକାନୀ କାହାକୁ କାଳିରେ ବା ଧାରରେ ସଉଦା ଦିଅନ୍ତି ନାହିଁ।]