ବସ୍ତ Basta

  • ସଂ. ବି — (ବସ୍ତ ଧାତୁ=ବଧ କରିବା+କର୍ମ. ଅ)—ବକରା; ଛେଳି (ହି. ଶ.) — Goat
  • ସଂ. ବି — (ବସ ଧାତୁ+ଅଧିତ)—ଆବାସ; ଗୃହ — An abode (Apte)