ବସ୍ତୀ Bastī

  • ସଂ. ବି. (ବସ୍ ଧାତୁ=ବାସ କରିବା, ଆଚ୍ଛାଦନ କରିବା+ ଅଧି+ତି+ଈ) — ନାଭିର ନିମ୍ନଦେଶ; ତଳିପେଟ — Abdomen; pelvis
  • ସଂ. ବି. (ବସ୍ ଧାତୁ=ବାସ କରିବା, ଆଚ୍ଛାଦନ କରିବା+ ଅଧି+ତି+ଈ) — (+କରଣ+ତି) ବସ୍ତ୍ରର ଦଶୀ — The ends of a cloth
  • ସଂ. ବି. (ବସ୍ ଧାତୁ=ବାସ କରିବା, ଆଚ୍ଛାଦନ କରିବା+ ଅଧି+ତି+ଈ) — (+ଅଧି— କରଣ+ତି) ବସତି; ବାସ — Residence
  • ସଂ. ବି. (ବସ୍ ଧାତୁ=ବାସ କରିବା, ଆଚ୍ଛାଦନ କରିବା+ ଅଧି+ତି+ଈ) — ଗ୍ରାମର ଡିହ — Village site
  • ସଂ. ବି. (ବସ୍ ଧାତୁ=ବାସ କରିବା, ଆଚ୍ଛାଦନ କରିବା+ ଅଧି+ତି+ଈ) — ପଲ୍ଲୀ; ଗ୍ରାମ — Village; hamlet
  • ସଂ. ବି. (ବସ୍ ଧାତୁ=ବାସ କରିବା, ଆଚ୍ଛାଦନ କରିବା+ ଅଧି+ତି+ଈ) — ନଗର — Town
  • ସଂ. ବି. (ବସ୍ ଧାତୁ=ବାସ କରିବା, ଆଚ୍ଛାଦନ କରିବା+ ଅଧି+ତି+ଈ) — (+କର୍ମ. ତି) ମୂତ୍ରାଶୟ — Bladder; kidney
  • ସଂ. ବି. (ବସ୍ ଧାତୁ=ବାସ କରିବା, ଆଚ୍ଛାଦନ କରିବା+ ଅଧି+ତି+ଈ) — (ଯୋଗରେ) ଏକପ୍ରକାର ସାଧନା; ବହିଃଶୋଧନବିଶେଷ — A sort of external or bodily purification (in J̄oga)
  • ସଂ. ବି. (ବସ୍ ଧାତୁ=ବାସ କରିବା, ଆଚ୍ଛାଦନ କରିବା+ ଅଧି+ତି+ଈ) — ପିଚକାରୀ (ହି. ଶ.) — Syringe
  • ଦେ. ବି — ସାହି; ଏକଜାତୀୟ ଲୋକଙ୍କର ବାସସ୍ଥାନ — A hamlet consisting of several houses of people of the same class
  • ଦେ. ବି — ନିମ୍ନଶ୍ରେଣୀର ଓ ଅତି ଗରୀବ ବ୍ୟକ୍ତିମାନଙ୍କର ଘନବିନ୍ୟସ୍ତ ବାସଗୃହଚୟ — Slum
  • ପ୍ରାଦେ. (ସମ୍ବଲପୁର) ବି — ଚାନ୍ଦନା ଜମି; ଘରବାଡ଼ି ରଇତି ଜମି — Village land; homestead holding