ବସ୍ତା Bastā

  • ବୈଦେ. ବି. (ଫା. ବସ୍ତା=ବସ୍ତାନି; ତୁଳ. ସଂ. ବସ୍ତ୍ର) — ବୋରା; ଅଖାର ବଡ଼ ମୁଣା — Gunny-bag; bale; bag
  • ବୈଦେ. ବି. (ଫା. ବସ୍ତା=ବସ୍ତାନି; ତୁଳ. ସଂ. ବସ୍ତ୍ର) — ଗଣ୍ଠିଲି ବାନ୍ଧିବାରେ ବ୍ୟବହୃତ ଝୋଟଲୁଗା — Gunny
  • ବୈଦେ. ବି. (ଫା. ବସ୍ତା=ବସ୍ତାନି; ତୁଳ. ସଂ. ବସ୍ତ୍ର) — ବାଲେଶ୍ୱର ଜିଲ୍ଲାର ଗୋଟିଏ ଥାନା ଓ କ୍ଷୁଦ୍ରନଗର — Name of a small town and a police station in Balasore