ବସା Basā
- ସଂ. ବି. (ବସ୍ ଧାତୁ=ଆଚ୍ଛାଦନ କରିବା+କର୍ମ. ଅ+ଆ; ଯାହାକୁ ଚର୍ମ ଆଚ୍ଛାଦନ କରିଥାଏ) — ମଜ୍ଜା; ଚର୍ବୀ ମେଦ — Fat; adeps; suet
- ସଂ. ବି. (ବସ୍ ଧାତୁ=ଆଚ୍ଛାଦନ କରିବା+କର୍ମ. ଅ+ଆ; ଯାହାକୁ ଚର୍ମ ଆଚ୍ଛାଦନ କରିଥାଏ) — କୌଣସି ତୈଳମୟ ରସ — Any fatty exudation (Apte)
- ସଂ. ବି. (ବସ୍ ଧାତୁ=ଆଚ୍ଛାଦନ କରିବା+କର୍ମ. ଅ+ଆ; ଯାହାକୁ ଚର୍ମ ଆଚ୍ଛାଦନ କରିଥାଏ) — ମଗଜ; ମସ୍ତିଷ୍କ — Brain (Apte)
- ଦେ. ବି (ସଂ. ବସ୍ ଧାତୁ+ବାସ କରିବା; ସଂ. ବାସ) — ପକ୍ଷୀର ନୀଡ଼ — Nest
- ଦେ. ବି (ସଂ. ବସ୍ ଧାତୁ+ବାସ କରିବା; ସଂ. ବାସ) — ବନ୍ୟ ପଶୁଙ୍କ ରହିବା ସ୍ଥାନ — Lair of wild beasts
- ଦେ. ବି (ସଂ. ବସ୍ ଧାତୁ+ବାସ କରିବା; ସଂ. ବାସ) — ଅସ୍ଥାୟୀ ବାସ ସ୍ଥାନ — Lodgings
- ଦେ. ବି (ସଂ. ବସ୍ ଧାତୁ+ବାସ କରିବା; ସଂ. ବାସ) — ରହିଲେ ଯୁଧିଷ୍ଠିର ଘରେ କରି ବସା— କୃଷ୍ଣସିଂହ, ମହାଭାରତ ସଭା।
- ଦେ. ବି (ସଂ. ବସ୍ ଧାତୁ+ବାସ କରିବା; ସଂ. ବାସ) — ଆବାସ — Residence
- ଦେ. ବି (ସଂ. ବସ୍ ଧାତୁ+ବାସ କରିବା; ସଂ. ବାସ) — କରି ଗୋଦାବରୀ ନିକଟେ ବସା କାଳ ଦେବତା ଯେବେ ହେବ ତୃଷା—କବିସୂର୍ଯ୍ୟ. କବିତା।
- ଦେ. ବି (ସଂ. ବସ୍ ଧାତୁ+ବାସ କରିବା; ସଂ. ବାସ) — ଉପବେଶନ — Sitting
- ଦେ. ବି (ସଂ. ବସ୍ ଧାତୁ+ବାସ କରିବା; ସଂ. ବାସ) — ବସାଇବା — Setting
- ଦେ. ବିଣ. (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା—ହୀରାବସା ମୁଦି; ମୟୂରବସା ଗୁଣା) — ଖଚିତ — Set with (stones etc)