ବସତୀ Basatī
- ସଂ. ବି. (ବସ୍ ଧାତୁ = ବାସ କରିବା+ଅଧିକରଣ; ଅତି; +ଈ) — ଅବସ୍ଥାନ; ନିବାସ — Residence; abode
- ସଂ. ବି. (ବସ୍ ଧାତୁ = ବାସ କରିବା+ଅଧିକରଣ; ଅତି; +ଈ) — (+ଭାବ. ଅତି) ବାସ କରିବା — Act of living or residing
- ସଂ. ବି. (ବସ୍ ଧାତୁ = ବାସ କରିବା+ଅଧିକରଣ; ଅତି; +ଈ) — (+ଅଧି. ଅତି) ବସ୍ତି; ଜନପଦ — Village
- ସଂ. ବି. (ବସ୍ ଧାତୁ = ବାସ କରିବା+ଅଧିକରଣ; ଅତି; +ଈ) — ଯେଉଁ ସ୍ଥାନରେ ବହୁଲୋକ ବାସ କରିନ୍ତି — A place resided by many people
- ସଂ. ବି. (ବସ୍ ଧାତୁ = ବାସ କରିବା+ଅଧିକରଣ; ଅତି; +ଈ) — ଉପନିବେଶ — Settlement; colony
- ସଂ. ବି. (ବସ୍ ଧାତୁ = ବାସ କରିବା+ଅଧିକରଣ; ଅତି; +ଈ) — ରାତ୍ରି — Night