ବଶତଃ Baṡataḥ

  • ସଂ. ଅ (ବଶ+ପଞ୍ଚମୀ ବିଭକ୍ତିରେ ତସ୍) — ଅଧୀନତା ପ୍ରଯୁକ୍ତ — Owing to;
  • ସଂ. ଅ (ବଶ+ପଞ୍ଚମୀ ବିଭକ୍ତିରେ ତସ୍) — ଯୋଗୁଁ; ହେତୁରୁ — For; on a account of; by reason of
  • ସଂ. ଅ (ବଶ+ପଞ୍ଚମୀ ବିଭକ୍ତିରେ ତସ୍) — ନିବନ୍ଧନ; ବନ୍ଧନ କ୍ରମେ — Under the influence of; under the control of
  • ସଂ. ଅ (ବଶ+ପଞ୍ଚମୀ ବିଭକ୍ତିରେ ତସ୍) — [ଦ୍ର—ଏହା ଅନ୍ୟ ଶବ୍ଦ ସହିତ ପ୍ରଯୁଜ୍ୟ ହୁଏ; ଯଥା— ଇଚ୍ଛା ବଶତଃ; କାରଣବଶତଃ; କାର୍ଯ୍ୟବଶତଃ; ଭାଗ୍ୟବଶତଃ]