ବଶଂବଦ Baṡaṁbada
- ସଂ. ବିଣ. ପୁଂ. (ବେଶ=ଅଧୀନତା+ବଦ୍ ଧାତୁ=କହିବା +କର୍ତ୍ତୃ. ଅ) — ଯେ ବାକ୍ୟଦ୍ୱାର ବଶୀଭୂତ କରେ — One who captivates by his wards
- ସଂ. ବିଣ. ପୁଂ. (ବେଶ=ଅଧୀନତା+ବଦ୍ ଧାତୁ=କହିବା +କର୍ତ୍ତୃ. ଅ) — ଅନୁଗତ; ବଶବର୍ତ୍ତୀ — Sybsrvient; dependent
- ସଂ. ବିଣ. ପୁଂ. (ବେଶ=ଅଧୀନତା+ବଦ୍ ଧାତୁ=କହିବା +କର୍ତ୍ତୃ. ଅ) — ଆଜ୍ଞାବହ; ଆଜ୍ଞା କାରୀ — Obedient
- ସଂ. ବିଣ. ପୁଂ. (ବେଶ=ଅଧୀନତା+ବଦ୍ ଧାତୁ=କହିବା +କର୍ତ୍ତୃ. ଅ) — [ଦ୍ର—ଆଜିକାଲି ନବ୍ୟଧରଣର ପତ୍ରାଦିରେ ଶେଷରେ "ଇତି। ଆପଣଙ୍କର ବଶଂବଦ (ଦା) (ପତ୍ର ପ୍ରେରକ)" ଲେଖାଯାଏ। ଇଂରାଜିରେ — Yours obedientlyବାକ୍ୟର ଅନୁକରଣରେ ଏହା ବ୍ୟବହୃତ]
- ସଂ. ବିଣ. ପୁଂ. (ବେଶ=ଅଧୀନତା+ବଦ୍ ଧାତୁ=କହିବା +କର୍ତ୍ତୃ. ଅ) — ଆଜ୍ଞାକାରୀ — Obedient
- ସଂ. ବିଣ. ପୁଂ. (ବେଶ=ଅଧୀନତା+ବଦ୍ ଧାତୁ=କହିବା +କର୍ତ୍ତୃ. ଅ) — ପ୍ରିୟମ୍ବଦ; ମିଷ୍ଟଭାଷୀ — Sweet-speaking